ଆଜି ଜନ୍ମାଷ୍ଟମୀ:ନନ୍ଦଲାଲଙ୍କୁ ଭଜିବେ ଭକ୍ତ

ଭୁବନେଶ୍ୱର: କଳା କହ୍ନେଇଙ୍କ ଜନ୍ମୋତ୍ସବ ପାଇଁ ସଜେଇ ହୋଇଛି ମଠରୁ ମନ୍ଦିର। ଭଜନ କୀର୍ତନରେ ଉଚ୍ଛୁଳିବ କୃଷ୍ଣ ଭାବ। ଉତ୍ସବ ମୁଖର ହେବ ସହର। ଗୃହୀ ମତରେ ଜନ୍ମାଷ୍ଟମୀ ରବିବାର ପାଳିତ ହେଉଥିବା ବେଳେ ବୈଷ୍ଣବ ମତରେ ପ୍ରଭୁଙ୍କ ଜନ୍ମୋତ୍ସବ ସୋମବାର ପାଳିବାକୁ ପ୍ରସ୍ତୁତି କରାଯାଇଛି। ଇସ୍କନ୍‌, ରାମମନ୍ଦିର, ବାୟାବାବା ମଠ, ନୟାପଲ୍ଲୀ ବେହେରା ସାହି ରାଧାକୃଷ୍ଣ ମନ୍ଦିରଠୁ ଆରମ୍ଭ କରି ଅନ୍ୟ ମନ୍ଦିରରେ ଏନେଇ ବିଶେଷ ଆୟୋଜନ କରାଯାଇଛି। … Continue reading ଆଜି ଜନ୍ମାଷ୍ଟମୀ:ନନ୍ଦଲାଲଙ୍କୁ ଭଜିବେ ଭକ୍ତ